22.1 C
Bhubaneswar
Sunday, February 15, 2026
Homeଓଡିଶାଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ

ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ

ଭୁବନେଶ୍ୱର: ବିଏମଏସି ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ । ଅଫିସରେ କାମ କରୁଥିବା ସମୟରେ ହୋଇଯାଇଥିଲେ ଚେତାଶୂନ୍ୟ । ଅସୁସ୍ଥ ଅନୁଭବ କରିବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଫିସରେ ଅସୁସ୍ଥ ହେବାରୁ ଆମ୍ବୁଲେନ୍ସରେ ଗଲେ ହସ୍ପିଟାଲ । ପୂର୍ବରୁ ଅତିରିକ୍ତ କମିଶନରଙ୍କୁ ଅଫିସରେ ହୋଇଥିଲା ଆକ୍ରମଣ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking