27.1 C
Bhubaneswar
Thursday, June 27, 2024
Homeଦେଶ ବିଦେଶଯୋଗ କଲେ ରାଷ୍ଟ୍ରପତି

ଯୋଗ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆଜି ‘ଅନ୍ତର୍ଜାତିୟ ଯୋଗ ଦିବସ’ ପାଳନ କରାଯାଉଛି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଯୋଗା ସେସନ ରେ ରାଷ୍ଟ୍ରପତି ଯୋଗ କରିଛନ୍ତି। ଯୋଗ ଦିବସ ଅବସରରେ ରାଷ୍ଟ୍ରପତି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଯୋଗ କରିବାକୁ ନିବେଦନ କରିଛନ୍ତି। ଶାରିରୀକ ଓ ମାନସିକ ଭାବେ ସୁସ୍ଥ ରହିବାକୁ ହେଲେ ଯୋଗ କରିବା ନିହାତି ଦରକାର। ପ୍ରତିଦିନ ଯୋଗ ଆମକୁ ନୀରୋଗ ରଖିବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking