26.1 C
Bhubaneswar
Sunday, March 15, 2026
Homeଓଡିଶାନୂଆ ଦଳର ପତାକା ଉନ୍ମୋଚନ କଲେ ଅଭିନେତା ବିଜୟ

ନୂଆ ଦଳର ପତାକା ଉନ୍ମୋଚନ କଲେ ଅଭିନେତା ବିଜୟ

ନୂଆଦିଲ୍ଲୀ: ତାମିଲ ଅଭିନେତାରୁ ରାଜନେତା ପାଲଟିଥିବା ଥାଲାପତି ବିଜୟ ନିଜ ନୂଆ ଦଳର ପତାକା ଉନ୍ମୋଚନ କରିଛନ୍ତି। ଗୁରୁବାର ସକାଳେ ପାନାଇୟୁରସ୍ଥିତ ଦଳୀୟ ମୁଖ୍ୟାଳୟଠାରେ ଦଳର ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ସେ ଏହାକୁ ଉନ୍ମୋଚନ କରିଛନ୍ତି। ନିକଟରେ ବିଜୟ ଏକ ନୂଆ ଦଳ ଗଠନ କରିଥିଲେ, ଯାହାର ନାଁ ହେଉଛି ତାମିଲାଗା ଭେଟ୍ଟ୍ରି କାଝାଗମ(ଟିଭିକେ)।
ଗତ ଫେବୃୟାରୀରେ ବିଜୟ ଟିଭିକେ ପାର୍ଟି ଗଠନ କରିଥିଲେ। ଅଗଷ୍ଟ ୨୨ରେ ଦଳର ପତାକା ଉନ୍ମୋଚନ ହେବ ବୋଲି ପୂର୍ବରୁ ଘୋଷଣା କରିଥିଲେ। ଆଜିଠାରୁ ତାମିଲନାଡୁର ପରିସ୍ଥିତି ପୂର୍ବ ତୁଳନାରେ ଉନ୍ନତ ହେବ ବୋଲି ପତାକା ଉନ୍ମୋଚନ ଅବସରରେ ବିଜୟ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking