17.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଅଭିନେତା ସତୀଶ ଶାହଙ୍କ ଦେହାନ୍ତ

ଅଭିନେତା ସତୀଶ ଶାହଙ୍କ ଦେହାନ୍ତ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସତୀଶ ଶାହଙ୍କ ବିୟୋଗ ହୋଇଛି । ୭୪ ବର୍ଷ ବୟସରେ ଆଖିବୁଜିଲେ ସତୀସ । ମେ ହୁଁ ନା, ଓମ ଶାନ୍ତି ଓମ, କଲ ହୋ ନା ହୋ, ଫନାରେ ଅଭିନୟ କରିଥିଲେ । ୧୦୦ରୁ ଅଧିକ ଫିଲ୍ମରେ କରିଛନ୍ତି ଅଭିନୟ । ହାସ୍ୟ ଅଭିନେତା ଭାବେ ସତୀଶଙ୍କ ରହିଛି ଖ୍ୟାତି । ସାରାଭାଇ ଭର୍ସେସ ସାରାଭାଇରେ ମିଳିଥିଲା ଖ୍ୟାତି । ତାଙ୍କର ଆକସ୍ମିକ ବିୟୋଗ ଖବର ସମଗ୍ର ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି, ଅନେକ ପ୍ରଶଂସକ ସୋସିଆଲ ମିଡିଆରେ ତାଙ୍କର ଫଟୋ ସେୟାର କରି ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking