ଭୁବନେଶ୍ୱର: ସହରାଞ୍ଚଳରେ ସଫେଇ କାମ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି । ସଫେଇ କାମ ଠିକରେ ନହେଲେ ହେବ କାର୍ଯ୍ୟାନୁଷ୍ଠାନ । ଆଉଟସୋର୍ସିଂ ସଂସ୍ଥା ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଆବଶ୍ୟକ ସ୍ଥଳେ ନୂଆ ସଂସ୍ଥାକୁ କାମ ଦିଆଯିବ ।