24.1 C
Bhubaneswar
Friday, February 6, 2026
Homeଓଡିଶାମେଲ୍ ସୋର୍ସ ମିଳିଲେ କାର୍ଯ୍ୟାନୁଷ୍ଠାନ: ଏଜି

ମେଲ୍ ସୋର୍ସ ମିଳିଲେ କାର୍ଯ୍ୟାନୁଷ୍ଠାନ: ଏଜି

ଭୁବନେଶ୍ୱର: ବିଭିନ୍ନ କୋର୍ଟକୁ ବୋମା ଧମକକୁ ନେଇ ଏଜି ପୀତାମ୍ବର ଆଚାର୍ଯ୍ୟଙ୍କ ପ୍ରେସ୍‌ମିଟ୍ । ଆତଙ୍କିତ ଦୁଅନ୍ତୁ ନାହିଁ, କେବଳ ଭୟ ସୃଷ୍ଟି ଏଭଳି ଧମକ ମିଳିଛି । ବିଭିନ୍ନ ସମୟରେ ଆତଙ୍କୀ ଭ୍ୟ ସୃଷ୍ଟି ପାଇଁ ଏଭଳି କରନ୍ତି । ଏହାର ଅର୍ଥ ନୁହେଁ ଯେ ସରକାର ଏହାକୁ ହାଲୁକାରେ ନେଇଛନ୍ତି । ସରକାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ଏହି ଘଟଣାର ତଦନ୍ତ ଚାଲିଛି । ମୁଖ୍ୟମନ୍ତ୍ରୀ ନିଜେ ମନିଟରିଂ କରୁଛନ୍ତି । କୋର୍ଟ ସୁରକ୍ଷାକୁ ନେଇ ସାଲିସ୍ କରାଯିବନି । କେଉଁଠୁ ମେଲ୍ ଆସୁଛି ସୋର୍ସ ଖୋଜା ଚିଲିଛି । ସୋର୍ସ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନାଯୋଗ୍ୟ, ଆଜି ଗୋଟିଏ ଦିନରେ ୪ କୋର୍ଟକୁ ମିଳଥିଲା ବୋମା ଧମକ । କଟକ ଜିଲ୍ଲା ଜଜ୍ କୋର୍ଟ ସମେତ ପୁରୀ ଜିଲ୍ଲା ଜଜ୍ କୋର୍ଟ, ଫୁଲବାଣୀ କୋର୍ଟ ଯାଜପୁର ଜିଲ୍ଲା ଜଜ୍ କୋର୍ଟକୁ ମିଳିଥିଲା ବୋମା ଧମକ ।

ଯାଜପୁର କୋର୍ଟକୁ ବି ବୋମା ଧମକ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking