ଯାଜପୁର କୋର୍ଟକୁ ବି ବୋମା ଧମକ

ଯାଜପୁର: ଯାଜପୁର ଜିଲ୍ଲା ଜଜ୍ କୋର୍ଟକୁ ବି ମିଳିଛି ବୋମା ଧମକ । ବୋମାରେ ଉଡାଇ ଦେବାକୁ ଇମେଲ୍ ମାଧ୍ୟମରେ ଆସିଛି ଧମକ । ଓଡିଆରେ ଆସିଛି ଧମକପୂର୍ଣ୍ଣ ମେଲ୍ । ବୋମା ଧମକ ପରେ କୋର୍ଟ ପରିସରରେ ପୋଲିସ ଛାଉଣୀ ଦେଖିବାକୁ ମିଳିଛି । ବମ୍ ଓ ଡଗ୍ ସ୍କ୍ୱାର୍ଡ ଦ୍ୱାରା ତଲାସୀ ଜୋରଦାର ହୋଇଛି । ଏହା ପୂର୍ବରୁ ଆଜି ସକାଳେ ରାଜ୍ୟର ତିନି କୋର୍ଟକୁ ମିଳିଥିଲା ବୋମା ଧମକ । ପୁରୀ ଜିଲ୍ଲା … Continue reading ଯାଜପୁର କୋର୍ଟକୁ ବି ବୋମା ଧମକ