22.1 C
Bhubaneswar
Monday, January 12, 2026
Homeଓଡିଶାଦାୟିତ୍ୱହୀନତା ପାଇଁ କାର୍ଯ୍ୟାନୁଷ୍ଠାନ ହେବ: ମନ୍ତ୍ରୀ

ଦାୟିତ୍ୱହୀନତା ପାଇଁ କାର୍ଯ୍ୟାନୁଷ୍ଠାନ ହେବ: ମନ୍ତ୍ରୀ

ଭୁବନେଶ୍ୱର: ବାରବାଟୀରେ ଫ୍ଲଡ୍ ଲାଇଟ୍ ବନ୍ଦହେବା ଘଟଣା । କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଏହି ଘଟଣା କ୍ରୀଡାପ୍ରେମୀଙ୍କୁ ଆଘାତ ଦେଇଛି । କ୍ରୀଡା ବିଭାଗ ଲିଖିତ ଭାବେ ନୋଟିସ୍ କରିଛି । ଆମେ ଯାଞ୍ଚ କରି ଷ୍ଟ୍ରିମ୍ ଲାଇନ କରିବାକୁ ଚେଷ୍ଟା କରିଥିଲୁ । କାହିଁକି ଜେନେରେଟର କାମ କଲାନି ତଦନ୍ତ କରାଯିବ । ଦାୟିତ୍ୱହୀନତା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking