25.1 C
Bhubaneswar
Tuesday, January 13, 2026
Homeଓଡିଶାବିନା ଘୋଡାଇ ବାଲି ପରିବହନ କଲେ ଆକ୍ସନ

ବିନା ଘୋଡାଇ ବାଲି ପରିବହନ କଲେ ଆକ୍ସନ

ଭୁବନେଶ୍ୱର: ବାଲି ଏବଂ ଖୋଲା ନିର୍ମାଣ ସାମଗ୍ରୀ ପରିବହନ ଚେକିଂ କଡାକଡି ହେବ । ଏନେଇ ସମସ୍ତ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କଲା ଏସ୍‌ଟିଏ । ଓଭରଲୋଡିଂ ଏବଂ ବିନା ଘୋଡଣିରେ ହୋଇପାରିବ ନାହିଁ ପରିବହନ । ଲୋଡିଂ ସ୍ଥଳରେ ଚେକିଂ କରିବାକୁ ମଧ୍ୟ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି । ନିୟମ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସଟିଏର ନିର୍ଦ୍ଦେଶ । ଏନେଇ ଲଘୁ ଖଣିଜ ନିର୍ଦ୍ଦେଶକଙ୍କୁ ମଧ୍ୟ ଚିଠି ଲେଖିଛି ଏସଟିଏ । ସୁରକ୍ଷିତ ପରିବହନ ପାଇଁ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking