32.1 C
Bhubaneswar
Sunday, May 4, 2025
Homeଓଡିଶା୨୪ରୁ ୭୨ ଘଣ୍ଟା ଭିତରେ  ଆକ୍ସନ ନିଆଯାଉଛି: ମନ୍ତ୍ରୀ

୨୪ରୁ ୭୨ ଘଣ୍ଟା ଭିତରେ  ଆକ୍ସନ ନିଆଯାଉଛି: ମନ୍ତ୍ରୀ

ଭୁବନେଶ୍ୱର: ଅରୁଣଙ୍କୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଜବାବ ଦେଇଛନ୍ତି । କହିଛନ୍ତି, ୧୦ ମାସରେ ହଟିଥିବା ଅପରାଧର କାଯ୍ୟାନୁଷ୍ଠାନ ହେଉଛି । ୨୪ରୁ ୭୨ ଘଣ୍ଟା ଭିତରେ  ଆକ୍ସନ ନିଆଯାଉଛି । ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଉଛି ।  କୌଣସି ଅପରାଧୀଙ୍କୁ  ୧ ପ୍ରତିଶତ ବି ସୁରକ୍ଷା ଦିଆଯାଉନି । ବିରୋଧୀ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ । ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ସରକାର ତତ୍ପର ଅଛନ୍ତି ।  ସୂଚନା ଅନୁସାରେ, ଆଇନ ଶୃଙ୍ଖଳା ପରିସ୍ଥିତିକୁ  ନେଇ ବର୍ଷିଥିଲେ ଅରୁଣ ସାହୁ । କହିଲେ ଜେସିବି ଲଗାଇ ଲୋକଙ୍କୁ ମାରି ଦିଆଯାଇଛି । ପେପର ଖୋଲିଲେ ଖାଲି ମର୍ଡର ମର୍ଡର । ଡବଲ ଇଞ୍ଜିନ ସରକାରଙ୍କ  ଉପହାର କଣ । ସରକାରଙ୍କୁ ଡରୁନାହାନ୍ତି ଅପରାଧୀ , ତଦନ୍ତହୀନ ସରକାର । ହାତଯୋଡି ଅନୁରୋଧ , ଆଇନଶୃଙ୍ଖଳା ନିୟନ୍ତ୍ରଣକୁ ଆଣନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking