17.1 C
Bhubaneswar
Thursday, February 19, 2026
Homeଓଡିଶା୭ ଗହଣା ଦୋକାନ ଉପରେ ଆକ୍ସନ

୭ ଗହଣା ଦୋକାନ ଉପରେ ଆକ୍ସନ

ଭୁବନେଶ୍ୱର: ମାପରେ ଠକୁଥିବା ଅଭିଯୋଗରେ ୭ ଗହଣା ଦୋକାନ ଉପରେ ଆକ୍ସନ ନିଆଯାଇଛି । ବର୍ଷକରେ ୭ ଦୋକାନ ଉପରେ ଆକ୍ସନ ହୋଇଛି କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆହୁରି କହିଛନ୍ତି, ଏଥିରେ ବହୁ ବଡ ବଡ ଜୁଏଲାରୀ ବ୍ରାଣ୍ଡର ନାଁ ଅଛି, ୮୦ ହଜାର ଜରିମାନା ଦେଇଛନ୍ତି । କେନ୍ଦୁଝରର ୩, ସମ୍ବଲପୁରର ୨, ସୁନ୍ଦରଗଡ ଓ ପୁରୀର ଗୋଟିଏ ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ୪ ବର୍ଷରେ ୨୩ଟି ଗହଣା ଦୋକାନ ମାପରେ ତ୍ରୁଟି କରୁଥିବା ଧରାପଡିଛନ୍ତି । ସେମାନଙ୍କ ନିକଟରୁ ୫ ଲକ୍ଷ ୧୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking