28.1 C
Bhubaneswar
Wednesday, December 17, 2025
Homeଓଡିଶାତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ: ବବିତା ପାତ୍ର

ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ: ବବିତା ପାତ୍ର

ଭୁବନେଶର: କିସ୍ ଛାତ୍ରଙ୍କ ମୃତ୍ୟୁ ଘଟଣା । କିସ୍‌ରେ ୫ ଜଣିଆ ଟିମ୍ ସହ ଅନୁଧ୍ୟାନ କରିଛନ୍ତି ଓଏସସିପିସିଆର ଅଧ୍ୟକ୍ଷା ବବିତା ପାତ୍ର । ଅନୁଧ୍ୟାନ ପରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ପ୍ରତିକ୍ରିୟା ଦେଇଛନ୍ତି । ଅଧ୍ୟକ୍ଷା କହିଛନ୍ତି ଯେ ଛାତ୍ର ମୃତ୍ୟୁ ଘଟଣାରେ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ସାମ୍ନାକୁ ଆସିଛି । ଛାତ୍ରଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ଶବ ବ୍ୟବଚ୍ଛେଦ ବିନା ମୃତଦେହ ହସ୍ତାନ୍ତର କରିଥିଲେ କର୍ତ୍ତୃପକ୍ଷ । କେଉଁ ପରିସ୍ଥିତିରେ ପରିବାରକୁ ମୃତଦେହ ଦିଆଗଲା ତଦନ୍ତ ହେବ । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କିସ ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା: ୩ ଅଟକ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking