32.1 C
Bhubaneswar
Saturday, February 14, 2026
Homeଓଡିଶାଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କରାଯାଉ: ତାରା

ଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କରାଯାଉ: ତାରା

ଭୁବନେଶ୍ୱର: ଗୃହରେ ପ୍ରଶ୍ନକାଳ ସମୟରେ ବିଧାନସଭାରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ତାରା । ନେପାଳ ଦେଶର ଛାତ୍ରଛାତ୍ରୀମାନଙ୍କୁ ନିର୍ଯାତନା ଦିଆଯାଇଛିନେପାଳ ଭାରତର ସମ୍ପର୍କ ଗୋଟେ ପଟେ ନେପାଳ ଓଡିଶା ସମ୍ପର୍କ ଅନ୍ୟପଟେ ଏକ ଅନ୍ତରର ସମ୍ପର୍କଯଦି ଭାବୁଛନ୍ତି କୀଟ ସହ ମୋର ସମ୍ପର୍କ ଖରାପ ତାହା ନୁହେଁଅନେକ ଆଦିବାସୀ ପିଲା ପାଠ ପଢୁଛନ୍ତି ମୋ ନିର୍ବାଚନ ମଣ୍ଡଳୀର ପିଲା ମଧ୍ୟ ପଢୁଛନ୍ତି ଏବଂ ମୁ ତାକୁ ସ୍ୱାଗତ କରୁଛିଗତ ୧୭ ତାରିଖରେ ଯେଉଁ ଘଟଣା ଘଟିଲା ତାପରେ ଯେଉଁ ନେପାଳୀ ପିଲାମାନଙ୍କୁ ମାରି ମାରି ପଠାଇଦିଆଗଲା ତାହା ଅତ୍ୟନ୍ତ ଦୁଃଖଦାୟକଜଗନ୍ନାଥଙ୍କ ନାମରେ ଯିଏ ଶୋଷଣ କରିବା ସିଏ ଦିନେ ଦିନେ ଲୋକଲୋଚନକୁ ଆସିବାଯଦି କରିଥାନ୍ତ ପୁରା ବିଶ୍ବବିଦ୍ୟାଳୟକୁ ସାଇନ୍-ଏ- ଡ଼ାଏ ଘୋଷଣା କରିଥାନ୍ତ କାହିଁକି କେବଳ ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ସାଇନ୍-ଏ- ଡ଼ାଏ ଘୋଷଣା କରାଯାଇଥିଲା ? ଏହା କେବଳ ଓଡ଼ିଶାର ଘଟଣା ନୁହେଁ ଏହା ଅନ୍ତର୍ଜାତୀୟ ଦୁର୍ଘଟଣାଯଦି ଆମେ ବିଦେଶୀ ପିଲାଙ୍କୁ ସୁରକ୍ଷା ଦେଇପାରିବୁ ନାହିଁ ତେବେ ଆମ ପିଲାଙ୍କୁ ବିଦେଶରବ କିଏ ସୁରକ୍ଷା ଦେବା? ଦୁର୍ଘଟଣା ପରେ କେତେ ଜଣଙ୍କୁ ଗିରଫ କରାଯାଇଛି ? ଅଚ୍ୟୁତ ସାମନ୍ତଙ୍କୁ କାହିଁକି ଗିରଫ କରାଯାଇନାହିଁ ? ତାଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ଜୁଡ଼ିସିଆରୀ ଇନକୁଆରୀ କରାଯାଉ , ନଚେତ ଆମେ ଧାରଣାରେ ବସିବୁ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking