Homeଅପରାଧଜେଲରେ ବନ୍ଦୀଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ଅପରାଧଓଡିଶାଭୁବନେଶ୍ୱର ଜେଲରେ ବନ୍ଦୀଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ By Ona Khabara 18/10/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ବର: ଝାରପଡା ଜେଲର ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ । ମୃତକ ବିଦ୍ୟାଧର ଗୁରୁ ୫ ତାରିଖରେ ଗିରଫ ହୋଇ ଜେଲରେ ଥିଲେ । ଆଜି ପରିବାର ଲୋକଙ୍କୁ ହସ୍ପିଟାଲ ଡାକି ମୃତ ବୋଲି ଘୋଷଣା କରିଥିଲେ କର୍ତ୍ତୃପକ୍ଷ । ଜେଲ କର୍ତ୍ତୃପକ୍ଷ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ କଲେ ପରିବାର ଲୋକେ । Share FacebookTwitterPinterestWhatsAppLinkedinReddItTelegram Previous articleଭରତପୁର ମାମଲାରେ ମିଳିଲାନି ସୁରକ୍ଷାNext articleଅଙ୍ଗ ତସ୍କରୀ ତଦନ୍ତ ନିର୍ଦେଶ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଦେଶ ବିଦେଶ ହର୍ମୁଜ୍ ପ୍ରଣାଳୀ ପାର ହେବ ଆଉ ଦୁଇଟି ଏଲପିଜି ଟ୍ୟାଙ୍କର୍ ଓଡିଶା ବିଧାନସଭା ବାହାରେ ବିରୋଧୀଙ୍କ କୋକେଇ ଶୋଭାଯାତ୍ରା ଓଡିଶା ସ୍କିମାଟିକ କନିଷ୍ଠ ଶିକ୍ଷକ ନିୟମିତ ଓଡିଶା ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….