29.1 C
Bhubaneswar
Sunday, March 15, 2026
Homeଅପରାଧଦେବଗଡ଼ ଟ୍ରିପଲ୍ ମର୍ଡର ଘଟଣାର ଅଭିଯୁକ୍ତର ମୃତ୍ୟୁ

ଦେବଗଡ଼ ଟ୍ରିପଲ୍ ମର୍ଡର ଘଟଣାର ଅଭିଯୁକ୍ତର ମୃତ୍ୟୁ

ଦେବଗଡ଼: ଦେବଗଡ଼ ଟ୍ରିପଲ୍ ମର୍ଡର ଘଟଣାର ଅଭିଯୁକ୍ତର ମୃତ୍ୟୁ। ବୁର୍ଲା ମେଡିକାଲ୍ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ବିଷ ଖାଇ ଗୁରୁତର ହେବାରୁ ଅଭିଯୁକ୍ତ ରମେଶ ଗରିଆଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଇସିୟୁରେ ଚିକିତ୍ସା ଚାଲିଥିଲା। ସ୍ତ୍ରୀ, ବୋହୂ ଓ ନାତୁଣୀଙ୍କୁ ହତ୍ୟା କରିବା ପରେ ଫେରାର୍ ଥିଲେ ରମେଶ ଗରିଆ। ଗାଁ ପାଖ ପାଣିଟାଙ୍କିରେ ଲୁଚିଥିବା ଦେଖିଥିଲେ ଲୋକେ। ପାଣି ଟାଙ୍କିରୁ ଅଗ୍ନିଶମ ଟିମ୍ ସହାୟତାରେ ତାଙ୍କୁ କାବୁ କରିଥିଲା ପୋଲିସ୍। ଉଦ୍ଧାର କରିବା ପୂର୍ବରୁ ବିଷ ପିଇ ଗୁରୁତର ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking