16.1 C
Bhubaneswar
Saturday, December 6, 2025
Homeଓଡିଶାଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଆବାସ- ରବି ନାରାୟଣ ନାୟକ

ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଆବାସ- ରବି ନାରାୟଣ ନାୟକ

ଭୁବନେଶ୍ୱର : ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଆବାସ । କେହି ଯୋଗ୍ୟ ହିତାଧିକାରୀ  ଅଣଦେଖା  ହେବେନି । ଖୋଜା ଖୋଜି କରି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ । ରାଜ୍ୟର ପ୍ରକୃତ ହିତାଧିକାରୀଙ୍କୁ ମିଳିବ ଘର । ଡିସେମ୍ବରରେ ଗାଁରେ ଗାଁରେ କ୍ୟାମ୍ପ କରାଯିବ । ଲୋକେ ଏହି କର୍ମଶାଳାରେ ଯୋଗଦେବେ । ଦିବ୍ୟାଙ୍ଗ ଓ ବିଧାନସଭାମାନଙ୍କୁ  ଅଗ୍ରାଧିକାର ମିଳିବ । ଦୁଇ ମାସ ମଧ୍ୟରେ ସର୍ଭେ ଶେଷ ହେବ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking