27.1 C
Bhubaneswar
Wednesday, February 4, 2026
Homeଓଡିଶାଦୁର୍ଘଟଣା: ଜଣେ ମୃତ, ୩ ଗୁରୁତର

ଦୁର୍ଘଟଣା: ଜଣେ ମୃତ, ୩ ଗୁରୁତର

ଦିଗପହଣ୍ଡି:  ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ  ହୋଇଥିବା ବେଳେ  ୩ ଗୁରୁତର ଅଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା  ଅଞ୍ଚଳର ୨ଟି  ସ୍ଥାନରେ ପୃଥକ ପୃଥକ ଦୁର୍ଘଟଣା ଘଟିଛି ।  ମୌଳାଭଣଜା ବ୍ରିଜ ନିକଟରେ ତଳକୁ ଖସି ପଡିଥିଲା ବାଇକ ।  ଘଟଣାସ୍ଥଳରେ  ଧରମପୁର ଗାଁର  ଜଣେ ଯୁବକଙ୍କ  ମୃତ୍ୟୁ ହୋଇଛି ।  ଦିଗପହଣ୍ଡି ଥାନା ସମ୍ମୁଖରେ ୨ଟି ବାଇକ ମୁହାଁମୁହିଁ ଧକ୍କା ହୋଇଛି ।  ୩ ଗୁରୁତର ଆହତ ହୋଇଛନ୍ତି  । ଉତ୍ତ୍ୟକ୍ତ ଲୋକେ ବାଇକକୁ ଭାଙ୍ଗି ଚୁରମାର କରିଦେଇଛନ୍ତି ।  ଗୁରୁତରଙ୍କୁ ଦିଗପହଣ୍ଡି ମେଡିକାଲ ପରେ  ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking