20.1 C
Bhubaneswar
Saturday, December 6, 2025
Homeଓଡିଶାଦୁର୍ଘଟଣା: ମା’ ମୃତ, ପୁଅ ଗୁରୁତର

ଦୁର୍ଘଟଣା: ମା’ ମୃତ, ପୁଅ ଗୁରୁତର

ସୁନ୍ଦରଗଡ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମା’ ମୃତ, ପୁଅ ଗୁରୁତର । ରାଉରକେଲାରୁ ଫେରିବା ବେଳେ କୁତ୍ରାଥାନା ଗଡପୋଷ ଛକରେ ଘଟିଛି ଏଭଳି  ଦୁର୍ଘଟଣା। ବାଇକରେ ଉଭୟେ ରାଉରକେଲା ମେଡିକାଲକୁ ଯାଇଥିଲେ । ମେଡିକାଲରେ ମୃତ ଭାଇକୁ ଦେଖି ବାଇକ ଯୋଗେ ଫେରୁଥିଲେ ମହିଳା । ସେତିକିବେଳେ ସେମାନଙ୍କ ଉପରେ ଚଢିଗଲା ଟ୍ରେଲର ।ଫଳରେ  ଘଟଣାସ୍ଥଳରେ ହିଁ ମାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅର ଅବସ୍ଥା ଗୁରୁତର ଥିଲା ।  ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ପୁଅକୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ମାଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking