18.1 C
Bhubaneswar
Tuesday, December 9, 2025
Homeଓଡିଶାଗଣେଶ ପୂଜାରେ ଅଘଟଣ, ଟ୍ରକ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ

ଗଣେଶ ପୂଜାରେ ଅଘଟଣ, ଟ୍ରକ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ

କୋରାପୁଟ: କୋରାପୁଟରେ ଅଘଟଣ । ୨୬ ନଂ ଜାତୀୟ ରାଜପଥର ସଦର ଥାନା ନିକଟ ରେଳବାଇ ଓଭର ବ୍ରିଜ ନିକଟରେ ଘଟିଛି ଦୁର୍ଘଟଣା । କୋରାପୁଟରୁ ସୁନାବେଡା ଅଭିମୁଖେ ଯାଉଥିବା ଟ୍ରକ ସହ ମୁହାଁ ମୁହିଁ ଧକ୍କା ଘଟି ବାଇକ ଚାଳକ ସହ ବାଇକରେ ବସିଥିବା ୨ ଯୁବକଙ୍କ ମୃତ୍ୟୁ ଘଟିଛି । ୧୪ ଚକିଆ ଟ୍ରକ୍ ସହ ବାଇକ୍ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।

ଘଟଣାସ୍ଥଳରୁ ଡ଼୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି ।ଖବର ପାଇ ଘଟଣାସ୍ଥଳରେ କୋରାପୁଟ ଟାଉନ୍ ଥାନା ପୋଲିସ ସହ ସଦର ପୋଲିସ ଉପସ୍ଥିତ ରହି ତଦନ୍ତ କରୁଛି । ଘଟଣା ସ୍ଥଳରୁ ଶବକୁ ଉଠା ମେଡିକାଲ କୁ ପଠାଯାଇଛି । । ମୃତ ୨ ଯୁବକଙ୍କ ପରିଚୟ ମିଳିନାହିଁ । କୋରାପୁଟ ସହରର ହୋଇଥିବା ନେଇ ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଚାପା ଉତେଜନା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking