38.8 C
Bhubaneswar
Monday, April 13, 2026
Homeଦେଶ ବିଦେଶବସ-ଅଟୋ ମୁହାଁମୁହିଁ; ଚାଲିଗଲା ୭ ଶ୍ରମିକଙ୍କ ଜୀବନ

ବସ-ଅଟୋ ମୁହାଁମୁହିଁ; ଚାଲିଗଲା ୭ ଶ୍ରମିକଙ୍କ ଜୀବନ

ତେଲେଙ୍ଗାନା : ଆନ୍ଧ୍ରପ୍ରଦେଶର ଗାର୍ଲଡିନ ମଣ୍ଡଳ ଅନ୍ତର୍ଗତ ଥାଲାଗାସପାଲ୍ଲେ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ ଏବଂ ଅଟୋ ମଧ୍ୟ​‌ରେ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପୁଲିସ ସୂଚନା ଅନୁସାରେ, ଏକ ଅଟୋରେ ୧୨ ଜଣ ଶ୍ରମିକ କାର୍ଯ୍ୟ କରିବାକୁ ଯାଉଥିଲେ। ସେମାନେ ସମସ୍ତେ କୁଟ୍ଟଲୁରୁ ମଣ୍ଡଳ ଅନ୍ତର୍ଗତ ନେଲ୍ଲୁତଲା ଗ୍ରାମର। ଥାଲାଗାସପାଲ୍ଲେ ନିକଟରେ ଏହି ବସ ଅଟୋଟିକୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୯ ଆହତଙ୍କୁ ଡାକ୍ତରଖାନା ନିଆଯିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ବାଟରେ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣଙ୍କର ଚିକିତ୍ସାଧୀନ ଅବସ୍ଥା​‌ରେ ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking