19.1 C
Bhubaneswar
Wednesday, December 10, 2025
Homeଓଡିଶାଦୁର୍ଘଟଣା: ଅଳ୍ପକେ ବଞ୍ଚିଗଲେ ୫ ଜଣ ଶ୍ରମିକ

ଦୁର୍ଘଟଣା: ଅଳ୍ପକେ ବଞ୍ଚିଗଲେ ୫ ଜଣ ଶ୍ରମିକ

ଭୁବନେଶ୍ୱର: ଖାଇ ବସିଥିଲେ ଶ୍ରମିକ, ମାଡ଼ି ଆସିଲା ମୃତ୍ୟୁ । ତେବେ ଅଳ୍ପକେ ବଞ୍ଚିଗଲେ ୫ ଜଣ ଶ୍ରମିକ । ଭୁବନେଶ୍ୱର ବାଲିଅନ୍ତାରେ ଥାର୍‌ ଗାଡିକୁ ନେଇ ଆତଙ୍କ । ୫ ଜଣ ଶ୍ରମିକ ଖାଇବାକୁ ବସିଥିବା ବେଳେ ଜଣେ ନିଶାସକ୍ତ ଡ୍ରାଇଭର ଏକ ନମ୍ବର ବିହୀନ ଗାଡ଼ିରେ ଆସି ଚଢ଼ାଇ ଦେଇଥିଲେ । ତେବେ ସୌଭାଗ୍ୟବଶତଃ ସମସ୍ତ ୫ ଶ୍ରମିକ ବଞ୍ଚିଯାଇଥିଲେ । ବାଲିଅନ୍ତାରେ ଜଣେ ନିଶାସକ୍ତ ଡ୍ରାଇଭରଙ୍କ ଉତ୍ପାତ ଦେଖିବାକୁ ମିଳିଛି  । ନମ୍ବର ବିହୀନ କଳା ଥାର୍‌ ଗାଡ଼ିଟି ନିର୍ମାଣାଧୀନ କୋଠା ଭିତରକୁ ଧସେଇ ପଶିଛି । ଶ୍ରମିକମାନେ ଖାଇ ବସିଥିବା ବେଳେ ତାଙ୍କୁ ଚଢ଼ାଇ ଦେବାକୁ ଉଦ୍ୟମ ହୋଇଛି । ଭୟରେ ଶ୍ରମିକମାନେ କାମ ଛାଡ଼ି ଦୌଡ଼ିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking