ଭୁବନେଶ୍ୱର : ରାଜ୍ୟର ୭୦ଟି କଲେଜରେ ନିର୍ବାଚନ ପ୍ରସ୍ତୁତି ସରିଛି ଖୁବଶୀଘ୍ର ଗଠନ ହେବ ଛାତ୍ର ସଂସଦ ଏଥିପାଇଁ ଏବିଭିପି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତ୍ୟକ କଲେଜରେ କୁହାଯାଇଛି ଛାତ୍ରଛାତ୍ରୀ ପ୍ରସ୍ତୁତ ଅଛନ୍ତି । ସ୍ୱତନ୍ତ ପୋଷ୍ଟର ମଧ୍ୟ ଉନ୍ମୋଚନ କରାଯାଉଛି ବୋଲି ଏବିଭିପି ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ ସୂଚନା ଦେଇଛନ୍ତି ।










