25.1 C
Bhubaneswar
Wednesday, March 25, 2026
Homeଓଡିଶାରାଜଧାନୀରେ ‘ଆମ ବସ’ ସେବା ଠପ

ରାଜଧାନୀରେ ‘ଆମ ବସ’ ସେବା ଠପ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆମ  ବସ ସେବା ଠପ ହୋଇଯାଇଛି । ବିନା କାରଣରେ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ମାଡ ଅଭିଯୋଗରେ ଆନ୍ଦୋଳନ କରିଛନ୍ତି । ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି  ବସ ଡ୍ରାଇଭର ଓ କଣ୍ଡକ୍ଟର ।ଆମ ବସ ଡିପୋରେ ବସ ରଖି ଆନ୍ଦୋଳନରେ ବସିଛନ୍ତି । ଫଳରେ ଯାତ୍ରୀମାନଙ୍କ ଯିବା ଆସିବାରେ ବାଧାପ୍ରାପ୍ତ ସୃଷ୍ଟି  ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking