27.1 C
Bhubaneswar
Sunday, February 22, 2026
Homeଦେଶ ବିଦେଶନାଚୁଥିବା ବେଳେ ଟଳି ପଡିଲେ ଯୁବତୀ

ନାଚୁଥିବା ବେଳେ ଟଳି ପଡିଲେ ଯୁବତୀ

ନୂଆଦିଲ୍ଲୀ :ଆଜିକାଲି ହୃଦଘାତଜନିତ ମୃତ୍ୟୁ ଯେପରି ସାଧାରଣ ହୋଇଗଲାଣି। କିଛି ଏପରି ଘଟଣା ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୁ ଆସିଛି । ଏକ ବିବାହ ସମାରୋହରେ ନାଚୁଥିବା ବେଳେ ଜଣେ ଯୁବତୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ମହିଳା ଜଣକ ଇନ୍ଦୋରର ପରିଣୀତା ଜୈନ ବୋଲି ଜଣାପଡ଼ିଛି। ନିଜ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ ପରିଣୀତା। ଗତ ୮ ତାରିଖରେ ହଳଦୀ ସେରେମନିରେ ନାଚୁଥିଲେ। ଆଉ ଦେଖୁ ଦେଖୁ ଷ୍ଟେଜ ଉପରେ ଟଳିପଡ଼ିଲେ ପରିଣୀତା। ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିଛି। ନାଚୁନାଚୁ ଟଳିପଡ଼ିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking