21.1 C
Bhubaneswar
Monday, January 12, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଶି ଆସିଲେ ଯୁବକ

ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଶି ଆସିଲେ ଯୁବକ

ଭୁବନେଶ୍ୱର: ବାଣୀବିହାର କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଖକୁ ପଶି ଆସିଲେ ଯୁବକ । ମୁଖ୍ୟମନ୍ତ୍ରୀ ଯୁବ ସମାବେଶକୁ ଯାଉଥିବା ବେଳେ ଯୁବକ ଜଣକ ପଶି ଆସିଥିଲେ । ତତ୍‌କ୍ଷଣାତ୍ ସମ୍ପୃକ୍ତ ଯୁବକଙ୍କୁ କାବୁ କଲେ ସୁରକ୍ଷାକର୍ମୀ । ବର୍ତ୍ତମାନ ଯୁବକକୁ ସହିଦ ନଗର ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking