25.1 C
Bhubaneswar
Friday, October 25, 2024
Homeଅପରାଧରେଳୱାଗନ ଭିତରୁ ମହିଳାଙ୍କ ଶବ ଉଦ୍ଧାର

ରେଳୱାଗନ ଭିତରୁ ମହିଳାଙ୍କ ଶବ ଉଦ୍ଧାର

ଝାରସୁଗୁଡା: ରେଳ ୱାଗନ ଭିତରୁ  ଅଖା ବସ୍ତାରେ ଭର୍ତ୍ତି ଥିବା ମହିଳାଙ୍କ ଶବ ଉଦ୍ଧାର କରାଯାଇଛି । ଝାରସୁଗୁଡା ଜିଲ୍ଲା ସ୍ଥିତ  ଏମସିଏଲ ସଖନପୁର ଖଣିକ୍ଷେତ୍ରର ବିଓସିଏମ ସଆଇଡିଙ୍ଗ  ନମ୍ବର ୩କୁ କୋଇଲା ନେବା ପାଇଁ ଆସିଥିବା ରେଳଗାଡିର ୱାଗନରୁ  ଅଖା ବସ୍ତାରେ ଭର୍ତ୍ତି ଥିବା  ମହିଳାଙ୍କ ଶବ ଉଦ୍ଧାର ହୋଇଛି । ଝାରସୁଗୁଡା ଜିଲ୍ଲା ପୋଲିସ , ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ପରିଚୟ ମିଳିନଥିବା ବେଳେ ଛତିଶଗଡ ଅଗଲତାରାରୁ କୋଇଲା ନେବା ପାଇଁ ବିଓସିଏମ ସାଇଡିଂ ନମ୍ବର ୩କୁ  ହେି ରେଳ ଗାଡିଟି ଆସିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking