28.1 C
Bhubaneswar
Friday, October 18, 2024
Homeଓଡିଶାଓଏଫ୍‌ଏସ୍ ସ୍ତରରେ ଅଦଳ ବଳଦ

ଓଏଫ୍‌ଏସ୍ ସ୍ତରରେ ଅଦଳ ବଳଦ

ଭୁବନେଶ୍ୱର : ଆଜି ରାଜ୍ୟ ସରକାର ୬ଜଣ ଓଏଫ୍‌ଏସ୍ ଅଫିସରଙ୍କୁ ବଦଳି କରିଛନ୍ତି । ଏ ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ..

୧) ପ୍ରଶାନ୍ତ କୁମାର ନାୟକ – ଥିଲେ(ସିଟି ଏବଂ ଜିଏସ୍‌ଟି ସମ୍ବଲପୁର ରେଞ୍ଜର ଅତିରିକ୍ତ କମିଶନର) – ହେଲେ (ଏଫ୍ ଏବଂ ଏଆର୍‌ଡି ବିଭାଗର ଅତିରିକ୍ତ ସଚିବ)
୨) ବିଶ୍ୱଜିତ୍ ପାଲ୍ – ଥିଲେ( ଭୁବନେଶ୍ୱର ଏମ୍‌ଡିଆର୍‌ଏଏଫ୍‌ଏମ୍ ଅତିରିକ୍ତ ନିର୍ଦ୍ଦେଶକ ) – ହେଲେ (ସିଜିଏମ୍‌(ଏଫ୍‌ଏବଂଏ), ଇଡ୍‌କୋ ଭୁବନେଶ୍ୱର)
୩) ବନିତା ଦାଶ – ଥିଲେ ( ସିଟି ଏବଂ ଜିଏସ୍‌ଟି, ସିସିଟି କଟକର ଅତିରିକ୍ତ କମିଶନର – ହେଲେ ( ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆବର୍ଗ ଜନକଲ୍ୟାଣ ବିଭାଗର ଅତିରିକ୍ତ ସଚିବ)
୪) ଚିତ୍ତ ରଞ୍ଜନ ଦାଶମିଶ୍ର – ଥିଲେ ( ଭୁବନେଶ୍ୱର ଏମ୍‌ଡିଆର୍‌ଏଏଫ୍‌ଏମ୍ ) – ହେଲେ (ମିଶନ ଶକ୍ତି ବିଭାଗର ଅତିରିକ୍ତ ସଚିବ)
୫) ରଞ୍ଜନ ତ୍ରିପାଠୀ – ଥିଲେ ( ଖଣି ଏବଂ ଭୁତତ୍ୱର ଅତିରିକ୍ତ ନିର୍ଦ୍ଦେଶକ(ଅର୍ଥ) – ହେଲେ ( ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ)
୬) ସଦାସିବ ପଣ୍ଡା – ଥିଲେ ( ସିଟି ଏବଂ ଜିଏସ୍‌ଟି, ସିସିଟି କଟକର ଅତିରିକ୍ତ କମିଶନର) – ହେଲେ ( ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking