27.1 C
Bhubaneswar
Wednesday, February 4, 2026
Homeଓଡିଶାଯୁବକଙ୍କୁ ଦଳିଦେଲା ଗୋଠଛଡ଼ା ହାତୀ

ଯୁବକଙ୍କୁ ଦଳିଦେଲା ଗୋଠଛଡ଼ା ହାତୀ

ରାଉରକେଲା: ଯୁବକଙ୍କୁ ଦଳିଦେଲା ଗୋଠଛଡ଼ା ହାତୀ। ମୃତକ ହେଉଛନ୍ତି କୁଆଁରମୁଣ୍ଡା ବ୍ଲକ କର୍ମାବାହାଲ କେଦାର ରାଉତ(୫୩)। ଶୌଚ ପାଇଁ ବାହାରକୁ ଯାଇଥିବାବେଳେ ହାତୀ କଚାଡ଼ିଦେଇଥିଲା। ପରେ ତାଙ୍କୁ ଗ୍ରାମବାସୀ ଉଦ୍ଧାରକରି ହସ୍ପିଟାଲକୁ ନେଇଥିଲେ।  ତେବେ ଡାକ୍ତର ସେଠାରେ କେଦାର ରାଉତଙ୍କୁ ମୃତ ଘୋଷଣା କରିଥିଲେ।ଉଲ୍ଲେଖଯୋଗ୍ୟ, ଦୀର୍ଘଦିନ ହେଲେ ଅଂଚଳରେ ୨୭ ଟିକିଆ ହାତୀପଲ ଉପଦ୍ରବ ଜାରି ରଖିଛନ୍ତି। ବହୁ ପରିମାଣର ଫସଲ, ଚଢା ଜମି ନଷ୍ଟ କରିସାରିଲେଣି।ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।ଗୁରୁତର ଆହତ ଜଣଙ୍କ ହେଲେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ପାର୍ଶIଲି ପଞ୍ଚାୟତ ବୁଡ଼ୁନି ଗ୍ରାମର ଵାଲା ଶିକକା । ଗତକାଲି  ରାତିରେ ଵାଲା ନିୟମଗିରି ପାହାଡ଼ରେ ଥିବା  ନିଜର ଝୁଡୁଙ୍ଗ ଫସଲ ସୁରକ୍ଷା ଦେବାକୁ ଯାଇ ଆଜି ଭୋରରେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking