17.1 C
Bhubaneswar
Monday, December 22, 2025
Homeଓଡିଶାପରିବହନ ମନ୍ତ୍ରୀଙ୍କ କଡା ଚେତାବନୀ

ପରିବହନ ମନ୍ତ୍ରୀଙ୍କ କଡା ଚେତାବନୀ

ଭୁବନେଶ୍ୱର: ପରିବହନ ବିଭାଗର ୧୨୧୫ କୋଟି ବକେୟା ପଡିଛି । ଚାଲାଣ କଟିଥିଲେ ବି ଜରିମାନା ଦେଇନାହାନ୍ତି ଗାଡି ମାଲିକ । ୱାନ ଟାଇମ ସେଟେଲମେଣ୍ଟ ବ୍ୟବସ୍ତା କରିବ ବିଭାଗ । ଏହା ପରେ ନିୟମ ଭାଙ୍ଗିଲେ , ଚାଲାଣ ସହ ସମନ ହେବ । ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି , ବିଭୁତି ଭୂଷଣ ଜେନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking