ଭୁବନେଶ୍ୱର: ନବରଙ୍ଗପୁରରେ ମିଲରମାନଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଡା ଚେତାବନୀ । ମିଶନ ଶକ୍ତି ହଲ ରେ ବିଭାଗୀୟ ସମୀକ୍ଷା ପରେ ଚେତାବନୀ । ଏଗ୍ରିମେଣ୍ଟ ନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ମନ୍ତ୍ରୀ । ଧାନ ସଂଗ୍ରହ ପ୍ରକ୍ରିୟା ଅବରୋଧ କଲେ କଳ୍ପନା ବାହାରେ ଦଣ୍ଡିତ ହେବେ । ଧାନ ନେବାକୁ ଅମଙ୍ଗ ହେଲେ ଖରାପ ସମୟ ଆସିଲା ଭାବିନିଅନ୍ତୁ ।