ନୂଆଦିଲ୍ଲୀ: ସଂସଦରେ ଆଗତ ହେଲା ଏକକ ନିର୍ବାଚନ ବିଲ । ବିଲ ଆଗତ କଲେ କେନ୍ଦ୍ର ଆଇନ ମନ୍ତ୍ରୀ । ସଂସଦରେ ବିଲ ଉପରେ ଜୋରଦାର ବିତର୍କ । ବିଲ କୁ ବିରୋଧ କରିଛି କଂଗ୍ରେସ । ତେବେ ଆରମ୍ଭରୁ ବିଲକୁ ବିରୋଧ କରିଛି କଂଗ୍ରେସ । ସମାଜବାଦୀ ପାର୍ଟି ମଧ୍ୟ ବିଲ୍କୁ ବିରୋଧ କରିଛି । ବିଲ୍କୁ ସମର୍ଥନ କରୁଛନ୍ତି ବିଜେପି , ଜେଡିୟୁ , ଟିଡ଼ିପି , ଶିବସେନା , ଏଲଜେପି , ବିଏସପି । ତେବେ ବିଲ୍କୁ ବିରୋଧ କରୁଛନ୍ତି କଂଗ୍ରେସ , ସପା , ଆପ , ସିପିଏମ , ଆଇୟୁଏମଏଲ ଏବଂ ଅନ୍ୟ ୧୪ ଟି ଦଳ ।