28.1 C
Bhubaneswar
Friday, June 28, 2024
Homeଓଡିଶାନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ନୂଆପଡା : ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର । ନୂଆପଡା ଜିଲ୍ଲାର ଘଟିଛି ଏଭଳି ଘଟଣା । ଶିଶୁଟିର କାନ୍ଦ ଶୁଣି ନିକଟସ୍ଥ ଲୋକ ତାଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ଗାଁ ଲୋକେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗଙ୍କ ଠାରେ ଶିଶୁକୁ ଗାଁ ଲୋକେ ପ୍ରଦାନ କରିଥିଲେ । ଶିଶୁଟି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ସ୍ୱତନ୍ତ୍ର କକ୍ଷରେ ରଖାଯାଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ଶିଶୁଟିର ସ୍ୱସ୍ଥ୍ୟବସ୍ଥା ଭଲଥିବାର ଜଣାପଡିଛି । ତେବେ ଏହି ଶିଶୁପୁତ୍ରକୁ କିଏ ଏବଂ କାହିଁକି ଫିଙ୍ଗିଛି ତାହା ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking