30.1 C
Bhubaneswar
Thursday, June 12, 2025
Homeଓଡିଶାସେଫ୍ଟି ଟ୍ୟାଙ୍କରେ ପଡି ଜଣେ ନାବାଳିକାର ମୃତ୍ୟୁ

ସେଫ୍ଟି ଟ୍ୟାଙ୍କରେ ପଡି ଜଣେ ନାବାଳିକାର ମୃତ୍ୟୁ

ରାଉରକେଲା:  ରାଉରକେଲାରେ ଅଭାବନୀୟ ଘଟଣା । ସେଫ୍ଟି ଟ୍ୟାଙ୍କରେ ପଡି ଜଣେ ନାବାଳିକାର ମୃତ୍ୟୁ  ହୋଇଥିବା ଅଭିଯୋଗ ହୋଇଛି । ବିର୍ସାମୁଣ୍ଡା ହକି ଷ୍ଟାଡିୟମ ନିକଟରେ ବସ୍ତି ବାସିନ୍ଦାଙ୍କ ପାଇଁ ତିଆରି ହୋଇଥିବା  ବାସଗୃହ ନିକଟରେ ଥିବା  ସେଫ୍ଟି ଟ୍ୟାଙ୍କରେ ପଡି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେଫ୍ଟି ଟ୍ୟାଙ୍କରେ ଢାଙ୍କୁଣୀ ନଥିବାରୁ ପଡିଯାଇଥିବା ନେଇ ସନ୍ଦେହ କରାଯାଉଛି । ନାବାଳିକାର ମୃତଦେହ ଉଦ୍ଧାର କରିଛି । ଛେନଥାନା ପୋଲିସ ଏ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking