27.1 C
Bhubaneswar
Wednesday, May 28, 2025
Homeଦେଶ ବିଦେଶଦିଲ୍ଲୀରେ ଚାଲିଛି ଘନଘନ ବୈଠକ

ଦିଲ୍ଲୀରେ ଚାଲିଛି ଘନଘନ ବୈଠକ

ନୂଆଦିଲ୍ଲୀ: କିଛି ବଡ ହେବାକୁ ଯାଉଛି କି! ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଚାଲିଛି ଘନଘନ ବୈଠକ । ଅପରେସନ ସିନ୍ଦୁର ପରେ ଚାଲିଛି ବୈଠକ ପରେ ବୈଠକ । ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅମିତ ଶାହା, କିରନ ରିଜିଜୁ, ବୈଦେଶିକ ମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଅଧ୍ୟକ୍ଷ ଖଡ୍‌ଗେ, ରାହୁଲ ଗାନ୍ଧି ସହ ଚାଲିଛି ସର୍ବଦଳୀୟ ବୈଠକ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୫୦ ମିନିଟ୍ ଧରି ଆଲୋଚନା କରିଛନ୍ତି ଏନଏସଏ ଅଜିତ ଡୋଭାଲ । ସେନା ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କଲେ ଡୋଭାଲ । ଏବେ ଗୃହ ସଚିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ପହଞ୍ଚିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking