30.1 C
Bhubaneswar
Saturday, July 12, 2025
Homeଓଡିଶାହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା

ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା

ଭୁବନେଶ୍ୱର : ବାଂଲାଦେଶରେ ସଂଖ୍ୟା ଲଘୁ ହିନ୍ଦୁ ସଂପ୍ରଦାୟ ଉପରେ ଆକ୍ରମଣର ପ୍ରତିବାଦ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ରାଜଧାନୀ      ଭୁବନେଶ୍ୱରରେ ଜାଗରଣ ସମ୍ମିଳନୀ । ଏକାଠି ହୋଇଛନ୍ତି ହଜାର ହଜାର ସାଧୁ ସନ୍ଥ ।  ପ୍ରଦର୍ଶନୀ ପଡିଆଠାରୁ ଲୋୟର ପିଏମଜି ଯାଏଁ ବାହାରିବ ବିଶାଳ ଶୋଭାଯାତ୍ରା । କାଯ୍ୟକ୍ରମରେ ୧୦ ହଜାରରୁ ଅଧିକ ଲୋକଙ୍କର ସମାଗମ ହୋଇଛି । ବାଂଲାଦେଶରେ ଆକ୍ରମଣ ହୋଇଥିବା ହିନ୍ଦୁ ପରିବାରର ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିବ । ହିନ୍ଦୁ ସୁରକ୍ଷା ମଞ୍ଚ ଅନେକ ସଂଖ୍ୟାରେ ସାଧୁ ସନ୍ଥଙ୍କର ସମାଗମ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking