40.3 C
Bhubaneswar
Thursday, March 27, 2025
Homeଓଡିଶାସାଙ୍ଗର ଜୀବନ ନେଲା ସାଙ୍ଗ

ସାଙ୍ଗର ଜୀବନ ନେଲା ସାଙ୍ଗ

ବଲାଙ୍ଗିର: ସାଙ୍ଗର ଜୀବନ ନେଲା ସାଙ୍ଗ । ଖପ୍ରାଖୋଲ ଥାନା ପୁତୁଲାମହୁଲ ଗାଁରେ ଘଟଣାଟି ଘଟିଛି । ଟଙ୍କା ନେଣଦେଣକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା । ଶେଷରେ ଜଣେ ସାଙ୍ଗର ଠେଙ୍ଗା ମାଡରେ ଅନ୍ୟ ସାଙ୍ଗର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ହେଲେ ବନ୍ଦେପଦର ଗାଁର ସୁଶିଲ ସାହୁ । ଅଭିଯୁକ୍ତ ସାଙ୍ଗ ଫେରାର ଥିବାବେଳେ ଖପ୍ରାଖୋଲ ପୁଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking