20.1 C
Bhubaneswar
Tuesday, December 16, 2025
Homeଓଡିଶାଟ୍ରେନରେ ଲାଗିଲା ନିଆଁ

ଟ୍ରେନରେ ଲାଗିଲା ନିଆଁ

ଭୁବନେଶ୍ୱର: ଅନୁଗୁଳ-ପୁରୀ ପାସେଞ୍ଜର ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିବା ଖବର ସାମନାକୁ ଆସିଛି । ମାଳତୀପାଟପୁରରୁ ହୁଳହୁଳିଆ ପୋଲ ମଧ୍ୟରେ ଟ୍ରେନରେ ନିଆଁ ଲାଗିଛି ।  ଟ୍ରେନର ବ୍ରେକ ଘଷି ହୋଇ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଶେଷ ଖବର ସୁଦ୍ଧା ନିଅାଁକୁ ଆୟତ୍ତ କରାଯାଇଥିବା ଜଣାଯାଇଛି । ଏଥିରେ କୌଣସି ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇନଥିବା ଜଣାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking