15.1 C
Bhubaneswar
Saturday, December 13, 2025
Homeଦେଶ ବିଦେଶସିବିଆଇକୁ ଆଉ ସପ୍ତାହେ ସମୟ

ସିବିଆଇକୁ ଆଉ ସପ୍ତାହେ ସମୟ

ନୂଆଦିଲ୍ଲୀ : କୋଲକାତା ଲଜ୍ଜା ଘଟଣାରେ ସୁପ୍ରିମକୋର୍ଟ ତଦନ୍ତକାରୀ ସଂସ୍ଥା ସିବିଆଇକୁ ଆଉ ମାସେ ସମୟ ଦେଇଛନ୍ତି । ତଦନ୍ତ ପାଇଁ ଆଉ ମାସେ ସମୟ ଦେଇଛନ୍ତି । ଏଥିସହ ଆଉ ଗୋଟିଏ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ହସ୍ପିଟାଲ ପରିସରରେ ମୁତୟନ ସିଆଇଏସଏଫଙ୍କ ରହିବା ବ୍ୟବସ୍ଥା କରିବାକୁ ପଶ୍ଚିମବଙ୍ଗ ଗୃହ ବିଭାଗକୁ ମଧ୍ୟ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking