30.6 C
Bhubaneswar
Wednesday, April 9, 2025
Homeଓଡିଶାଜଙ୍ଗଲରୁ ମାଈ ହାତୀ ମୃତଦେହ ଠାବ

ଜଙ୍ଗଲରୁ ମାଈ ହାତୀ ମୃତଦେହ ଠାବ

ଶିମିଳିପାଳ: ଶିମିଳିପାଳ ଅଭୟାରଣ୍ୟରୁ ଏକ ମାଈ ହାତୀ ମୃତଦେହ ପଡିଥିବାର ଦେଖିବାକୁ ଲିମିଛି । ବାଙ୍ଗିରିପୋଷି ରେଞ ବ୍ରାହ୍ମଣ ଗାଁ ପଞ୍ଚାୟତ ବାଲିଆଢିପା ଶିମିଳିପାଳ ଜଙ୍ଗଲରେ ଏକ ମାଈ ହାତୀ ମରିପଡ଼ିଡିଥିବା ଦେଖିବାକୁ ମିଳିଥିବା ବେଳେ, ମାଈ ହାତୀର ବୟସ ୩୫-୪୦ ବର୍ଷ ହେବ ବୋଲି ଜଣାପଡ଼ିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନବିଭାଗର ବାଙ୍ଗିରିପୋଷି ରେଞ୍ଜର ମହେଶ୍ୱର ସିଂ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking