28.1 C
Bhubaneswar
Wednesday, June 18, 2025
Homeଓଡିଶାଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା: ଶ୍ରୀମନ୍ଦିରେ ଦଇତା ପ୍ରବେଶ ନୀତି ସମ୍ପର୍ଣ୍ଣ

ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା: ଶ୍ରୀମନ୍ଦିରେ ଦଇତା ପ୍ରବେଶ ନୀତି ସମ୍ପର୍ଣ୍ଣ

ପୁରୀ: ଆଉ ଗୋଟିଏ ଦିନ ପରେ ଦେବସ୍ନାନ ପୂଣ୍ଣିମା । ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରତ୍ନବେଦୀ ଛାଡି ପତ୍ୟେକ୍ଷ ସ୍ନାନ କରିବେ ମହାପ୍ରଭୁ । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଧାମୂର୍ତ୍ତି । ଏଥିପାଇଁ ନୀତିକାନ୍ତି ରହିଛି ।  କାଲି ଭୋର ୪ଟା ୩୦ରେ ମଙ୍ଗଳା ଅର୍ପଣ, ସକାଳ ୫ଟାରୁ ୭ଟା ମଧ୍ୟରେ ହେବ ପହଣ୍ଡି , ସକାଳ ୯ଟାରେ ହେବ ମଙ୍ଗଳ ଆଳତି ୯ଟା ୧୫ରେ ମଇଲମ ସକାଳ ୯ଟା ୨୫ରେ ତଡପ ଲାଗି, ୯ଟା ୪୫ରେ ଅଧର ପୋଛା , ୧୦ଟା ୨୦ରେ ଅବକାଶ, ରୋଷହୋମ, ୧୦ଟା ୩୦ରେ ସୂଯ୍ୟ ପୂଜା , ୧୦ଟା ୫୫ରେ ଦ୍ୱାରପାଳ ପୂଜା, ୧୧ଟା ୧୦ରେ ବେଶ ଶେଶ । ଜଳ ବିଜେ ପୂଜା ସ୍ନାନ , ଦିବା ୧୨ଟା ୨୦ରୁ ୧ଟା ୪୫ , ୨ଟା ୫୦ରୁ ମଇଲମ ମେକାପ ସର୍ୱାଙ୍ଗ , ନୂଆଲୁଗା ଲାଗି ବେଶ, ଦିନ ସାଢ଼େ ୩ଟାରେ ଛେରା ପହଁରା, ଅପରାହ୍ନ ୪ଟାରେ ହେବ ହାତୀ ବେଶ,  ସନ୍ଦ୍ୟା ସାଢ଼େ ୭ରୁ ରାତି ୧୦ଟା ଯାଏ ସାହାଣ ମେଲା ଦର୍ଶନ,  ରାତି ୧୧ଟାରେ ହାତୀ ବେଶ ମଇଲମ ଓଲାଗି ୧୧ଟା ୧୦ରେ ପୁଷ୍ପାଞ୍ଜଳୀ, ରାତି ୨ଟା ମଧ୍ୟରେ ସରିବ ବାହୁଡ଼ ପହଣ୍ଡି , ରାହୁ ରେଖା ମଇଲମ ୨ଟା୩୦ ରେ ଶେଷ ହେବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking