ଭୁବନେଶ୍ୱର : ପିପିଲି ବ୍ଲକ ଆଗରେ ଲକ୍ଷ୍ମୀ ବସ ରଖି ଡ୍ରାଇଭରମାନେ ଧାରଣାରେ ବସିଛନ୍ତି । କଣାସ ବ୍ଲକ କାଯ୍ୟାଳୟ ।ଗରେ ସମୂହ ବସ ଡ୍ରାଇଭରଙ୍କ ଧାରଣା ରହିଛି । ଜାମଳଗଦା ପୂର୍ୱତନ ସରପଞ୍ଚଙ୍କ ଆକ୍ରମଣ ଘଟଣାରେ କାଯ୍ୟାନୁଷ୍ଠାନ ନେବା ପାଇଁ ବସ ଡ୍ରାଇଭର ମାନେ ଦାବି ରଖିଛନ୍ତି । ଡ୍ରାଇଭରଙ୍କ ଧାରଣା ଯୋଗୁଁ ୬ଟି ରୁଟରେ ବସ ସେବା ବନ୍ଦ ରହିଛି । ପୂର୍ୱତନ ସରପଞ୍ଚ ଜଣେ ବସ ଡ୍ରାଇଭରଙ୍କୁ ମାଡ ସହ କାଚ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା ।










