30.1 C
Bhubaneswar
Wednesday, February 11, 2026
Homeଓଡିଶାଶିମିଳିପାଳରେ ବୁଲୁଛି କଳା ବାଘ

ଶିମିଳିପାଳରେ ବୁଲୁଛି କଳା ବାଘ

ଶିମିଳିପାଳ : ଶିମିଳିପାଳ ଜଙ୍ଗଲରେ ବୁଲୁଛି ବିରଳ କଳା ବାଘ। ବାଘ ବୁଲୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପିସିସିଏଫ ୱାଇଲ୍ଡ ଲାଇଫ୍‌‌ ସୁଶାନ୍ତ ନନ୍ଦ। ଅଭାୟରଣ୍ୟ ଭିତରେ ଦେଶର ପ୍ରଥମ କଳାବାଘ ସଫାରି ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢୁଥିବା ବେଳେ ଏବେ କଳାବାଘ ଚିତ୍ର ସାମ୍ନାକୁ ଆସିବା ପରେ ପଶୁ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking