27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଭୁଶୁଡ଼ିଲା ୩ ମହଲା କୋଠା

ଭୁଶୁଡ଼ିଲା ୩ ମହଲା କୋଠା

ମୁମ୍ବାଇ : ଭୁଶୁଡ଼ିଲା ୩ ମହଲା କୋଠା । ପ୍ରବଳ ବର୍ଷା କାରଣରୁ ଭୁଶୁଡ଼ିପଡିଛି ଏକ ୩ ମହଲାର କୋଠା । ମହାରାଷ୍ଟ୍ରର ନାଭି ମୁମ୍ବାଇରେ ଏକ ୩ ମହଲା ବିଲଡିଂ ଭୁଶୁଡ଼ି ପଡ଼ିଛି । ଉକ୍ତ ବିଲଡିଂରେ ୨୪ଟି ପରିବାର ରହୁଥିବା ବେଳେ ସେମାନଙ୍କ ଜୀବନକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି । ଭଗ୍ନ ବିଲଡିଂ ତଳେ ଅନେକ ଲୋକ ଚାପି ହୋଇ ରହିଥିବା ନେଇ ଆଶଙ୍କା କରାଯାଉଛି । ପ୍ରବଳ ବର୍ଷା ପରେ ନଭୀ ମୁମ୍ବାଇର ଶାହବାଜ ଗ୍ରାମରେ ନିର୍ମିତ ହୋଇଥିବା ପ୍ଲସ ୩ ମହଲା ବିଲଡିଂ ଅଚାନକ ଭୁଶୁଡ଼ି ପଡ଼ିଥିଲା । ସୂଚନା ମୁତାବକ, ପ୍ରବଳ ବର୍ଷା କାରଣରୁ ମହାରାଷ୍ଟ୍ରର ନଭୀ ମୁମ୍ବାଇ ସ୍ଥିତ ଏକ ୩ ମହଲା ବିଲଡିଂ ଅଚାନକ ଭୁଶୁଡ଼ି ପଡ଼ିଥିଲା । ଉକ୍ତ ବିଲଡିଂରେ ୨୪ଟି ପରିବାର ରହୁଥିବା ବେଳେ ଭଗ୍ନ ବିଲଡିଂ ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ଦମକଳ ଓ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜେସିବି ଜରିଆରେ ଭଗ୍ନ ସାମଗ୍ରୀକୁ ହଟାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking