27.4 C
Bhubaneswar
Tuesday, April 14, 2026
Homeଓଡିଶା୫୭ ନମ୍ବର ଜାତୀୟ ରାଜପଥରେ ଯୁବକଙ୍କ ମୃତଦେହ

୫୭ ନମ୍ବର ଜାତୀୟ ରାଜପଥରେ ଯୁବକଙ୍କ ମୃତଦେହ

ବେଗୁନିଆ: ୫୭ ନମ୍ବର ଜାତୀୟ ରାଜପଥର ବାଘମାରି ଇଟାଫାକ୍ଟ୍ରି ନିକଟରେ ରାସ୍ତା ଉପରେ ପଡ଼ି ରହିଛି ଅଜଣା ଯୁବକଙ୍କ ମୃତଦେହ। ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିବା ସନ୍ଦେହ। ଯୁବକ ଜଣକ ଚାଲି ଚାଲି ଆସୁଥିବା ବେଳେ କେଉଁ ଅଜଣା ଗାଡ଼ି ପିଟିଥିବା କୁହାଯାଉଛି।ଯୁବକ ଜଣକ ରାସ୍ତା ଉପରେ ପିଟି ହୋଇ ପଡ଼ିଛନ୍ତି, ତାଙ୍କ ମୁଣ୍ଡରୁ ରକ୍ତସ୍ରାବ ହେଉଥିବାର ଦେଖାଯାଇଛି। ଘଟଣା ସ୍ଥଳରେ ବାଘମାରି ପୁଲିସ ପହଞ୍ଚି କରୁଛି ତଦନ୍ତ। ମିଳିନି ମୃତକଙ୍କର ପରିଚୟ। ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧାଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ବାଘମାରି ପୁଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking