ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ନାକଟି ରାସ୍ତାରେ ବାଇକ ଦୁର୍ଘଟଣା। ଭୋଜି ଖାଇ ଫେରୁଥିବା ସମୟରେ ମୃତ୍ୟୁ। ତୁଣ୍ତା ଗାଁରେ ବିବାହ ଭୋଜି ଖାଇ ଫେରୁଥିବା ସମୟରେ ବେଳେ ବାଇକ ଦୁର୍ଘଟଣା ଘଟିଛି । ବାଇକରେ ଥିବା ୩ ଜଣଙ୍କ ମଧ୍ୟରୁ ୨ଜଣଙ୍କ ମୃତ। ଆଉ ଜଣେ ଗୁରୁତର । ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତାହତ ମାନେ ରାୟଗଡା ଜିଲ୍ଲାର ହୋଇଥିବା ନେଇ ବନ୍ଧୁଗାଁ ପୁଲିସର ସୂଚନା।










