31.1 C
Bhubaneswar
Monday, March 30, 2026
Homeଓଡିଶାବିଜୁ ବାବୁ ସାହସ, ତ୍ୟାଗର ପ୍ରତୀକ: ଦିଲ୍ଲୀପ ରାୟ

ବିଜୁ ବାବୁ ସାହସ, ତ୍ୟାଗର ପ୍ରତୀକ: ଦିଲ୍ଲୀପ ରାୟ

ଭୁବନେଶ୍ୱର: ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ ସାଂସଦ ଦିଲ୍ଲୀପ ରାୟ ଉଦବେଗ ପ୍ରକାଶ କରିଛନ୍ତି । ବିଜୁ ବାବୁଙ୍କ ଜୀବନ ସାହସ, ତ୍ୟାଗ, ଦୂରଦୃଷ୍ଟି, ଦେଶପ୍ରେମରେ ପରିପୂର୍ଣ୍ଣ ଥିଲା । କେବଳ ଓଡିଶାର ମହାନ ନେତା ନଥିଲେ, ଭାରତରେ ପ୍ରତିଷ୍ଠା ପାଇଥିଲେ । ସ୍ୱାଧୀନତା ସଂଗ୍ରାମ, ଦେଶର ହିତପାଇଁ ସାହସିକ ବିମାନ ସେବା ପାଇଁ ପରିଚିତ । ସ୍ୱାଧୀନତା ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ମୂହୁର୍ତ୍ତଗୁଡିକରେ ତାଙ୍କର ଅବଦାନ ଥିଲା । ଜାତୀୟ କର୍ତ୍ତବ୍ୟ ଯେଉଁଠାରେ ଆହ୍ୱାନ କରୁଥିଲା, ସେଟାରେ ଠିଆ ହେଉଥିଲେ । ସରକାରୀ ପଦବୀ ଠାରୁ ଦୂରେଇ ଥାଇ ବି ସେବା ସେବା ଯୋଗାଇବାରେ ପାରଙ୍ଗମ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking