31.1 C
Bhubaneswar
Monday, March 9, 2026
Homeଓଡିଶାସଚିବାଳୟରେ ବଡ ବାବୁଙ୍କ ପଦବୀ ଖାଲି

ସଚିବାଳୟରେ ବଡ ବାବୁଙ୍କ ପଦବୀ ଖାଲି

ଭୁବନେଶ୍ୱର: ଓଡିଶା ସଚିବାଳୟରେ ଖାଲି ପଡିଛି ବଡ ବାବୁଙ୍କ ପଦବୀ । ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି । ୧୦୫ ଅନୁ ଶାସନ ସଚିବ ଓ ଗୋଟିଏ ଅତିରିକ୍ତ ଶାସନ ସଚିବ ପଦବୀ ଖାଲି ପଡିଛି । ୨ ଯୁଗ୍ନ ଶାସନ ସଚିବ ଓ ୨ ଉପ ଶାସନ ସଚିବ ପଦବୀ ଖାଲି ମଧ୍ୟ ଖାଲି ପଡିଛି । ୪ ଡେସ୍କ ଅଫିସର , ୩୬୫ ଉପ ବିଭାଗ ଅଧିକାରୀ ପଦବୀ ମଧ୍ୟ ଖାଲି ପଡିଛି । ୩୪୮ ସହକାରୀ ଉପ ବିଭାଗ ଅଧିକାରୀ ପଦବୀ ମଧ୍ୟ ଖାଲି ରହିଛି । ସୂଚନା ଥାଉକି, ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking