27.1 C
Bhubaneswar
Thursday, February 26, 2026
Homeଓଡିଶାଜଙ୍ଗଲରେ ଭୟାବହ ନିଆଁ: ଗାଁ ମୁହାଁ ହାତୀ

ଜଙ୍ଗଲରେ ଭୟାବହ ନିଆଁ: ଗାଁ ମୁହାଁ ହାତୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ନିଆଁ । କେହି ଜଙ୍ଗଲରେ ନିଆଁ ଲଗାଇ ଦେଇଥିବାରୁ ଜଙ୍ଗଲ ଜଳିବାରେ ଲାଗିଛି । ଜଙ୍ଗଲରେ ନିଆଁ ମାଡ଼ିଯାଉଥିବାବେଳେ ଜଙ୍ଗଲରେ ଥିବା ବନ୍ୟ ପ୍ରାଣୀ ଓ ସରୀସୃପଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ।ସେପଟେ ଜଙ୍ଗଲରେ ଗତ କିଛିଦିନ ହେବ ଅଠର ଦଳିଆ ହାତୀପଲ ରହି ଆସୁଥିବା ହେତୁ ନିଆଁ ପାଇଁ ସେମାନେ ଗାଁମୁହାଁ ହେବା ଆଶଙ୍କା କରାଯାଉଛି । ଏହାଛଡ଼ା ଜଙ୍ଗଲରେ ଥିବା ବହୁ ଔଷଧିୟ ବୃକ୍ଷ ନଷ୍ଟ ହେବା ସମ୍ଭାବନା ରହିଛି । ଖବର ପାଇ ବନବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking