33.1 C
Bhubaneswar
Thursday, February 26, 2026
Homeଓଡିଶାଭୁବନେଶ୍ୱରରେ ହେବ ଜନ ଆଶ୍ରୟ ଭବନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରେ ହେବ ଜନ ଆଶ୍ରୟ ଭବନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନିର୍ମାଣ ହେବ ଜନ ଆଶ୍ରୟ ଭବନ । ମାଷ୍ଟର କ୍ୟାଣ୍ଟିନ ଛକରେ ୫ ଏକର ଜମିରେ ନିର୍ମାଣ ହେବ । ଏନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଭିନ୍ନ ଜିଲ୍ଲାରୁ ରାଜଧାନୀ ଆସୁଥିବା ଲୋକେ ଏଠାରେ ରହିପାରିବେ । ସ୍ୱଳ୍ପ ମଲ୍ୟରେ ଜନ ଆଶ୍ରୟ ଭବନରେ ୩ ଦିନ ରହିପାରିବେ । ସରକାରୀ, ବ୍ୟବସାୟ, ହସ୍ପିଟାଲ, କୋର୍ଟ କାମରେ ଆସୁଥିବା ଲୋକେ ରହିପାରିବେ । ଜନ ଆଶ୍ରୟ ଭବନ ପରିସରରେ ବସ ଷ୍ଟାଣ୍ଡ ଓ ଫୁଡ କୋର୍ଟ ରହିବ । ପ୍ରଥମ ଓ ଦ୍ୱିତୀୟ ମହଲାରେ ସୋ ରୁମ ଓ ଦୋକାନ ରହିବ ।

ଅଯୋଧ୍ୟାରେ ହେବ ଓଡିଶା ଭବନ: ମୁଖ୍ୟମନ୍ତ୍ରୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking