ଅଯୋଧ୍ୟାରେ ହେବ ଓଡିଶା ଭବନ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଅଯୋଧ୍ୟା, ବେଙ୍ଗାଲୁରୁ ଓ ସୁରତରେ ନିର୍ମାଣ ହେବ ଓଡିଶା ଭବନ । ଏଥିପାଇଁ ଜମି ମଗାଯାଇଛି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀ ନୂଆ ଓଡିଶା ଭବନ ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ମୁମ୍ବାଇରେ ବି ଆଉ ଗୋଟିଏ ଓଡିଶା ଭବନ ନିର୍ମାଣ ହେବ । କୋଲକାତା, ଚେନ୍ନାଇ, ମୁମ୍ବାଇରେ ଓଡିଶା ଭବନ ଅଛି । ଓଡିଶା ଭବନ ଓ ସଦନ ପାଇଁ ଏକ ନୂଆ ଡିଭିଜନ ହେବ । ଦିଲ୍ଲୀରେ … Continue reading ଅଯୋଧ୍ୟାରେ ହେବ ଓଡିଶା ଭବନ: ମୁଖ୍ୟମନ୍ତ୍ରୀ